ଟ୍ରାଫିକ ନିୟମ କୋହଳ ସମୟସୀମା ୩ ମାସ ବଢ଼ିଲା:ବିଧାନସଭାରେ ଘୋଷଣା କଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଗାଡ଼ି କାଗଜପତ୍ର ଠିକ କରିପାରି ନଥିବା ଅଥବା ଡ୍ରାଇଭିଂ ଲାଇସେନ୍ସ ନ ଥିବା ବ୍ୟକ୍ତିଙ୍କୁ ମିଳିଛି ଆଶ୍ବସ୍ତି। ରାଜ୍ୟର ବିଭିନ୍ନ ଆରଟିଓ ଅଫିସରେ ଲୋକଙ୍କର ପ୍ରବଳ ଭିଡ ଓ ସେମାନେ ସାମ୍ନା କରୁଥିବା ଅସୁବିଧାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ଟ୍ରାଫିକ ନିୟମ ଲାଗୁ କ୍ଷେତ୍ରରେ କୋହଳ ସମୟସୀମାକୁ ଆଉ ତିନି ମାସ ବୃଦ୍ଧି କରିଛନ୍ତି। ଆଜି ବିଧାନସଭାରେ ଦଳ ନିର୍ବିଶେଷରେ ବିଧାୟକମାନେ ସାଧାରଣ ଲୋକ ସାମ୍ନା କରୁଥିବା … Continue reading ଟ୍ରାଫିକ ନିୟମ କୋହଳ ସମୟସୀମା ୩ ମାସ ବଢ଼ିଲା:ବିଧାନସଭାରେ ଘୋଷଣା କଲେ ପରିବହନ ମନ୍ତ୍ରୀ